ସର୍ବୋଚ୍ଚ ଏକାଡେମିକ୍, ବୃତ୍ତିଗତ ଏବଂ ନୈତିକ ମାନଦଣ୍ଡ ଅନୁଯାୟୀ ଆମେ ଅଖଣ୍ଡତା ଏବଂ ସଚ୍ଚୋଟତା ସହିତ ଆମେ କାର୍ଯ୍ୟ ସମ୍ପର୍ଣ କରୁ |
ଆମେ ପ୍ରତ୍ୟେକ ବ୍ୟକ୍ତିର ଆତ୍ମସମ୍ମାନକୁ ସମ୍ମାନ କରୁ, ନାଗରିକ ବକ୍ତବ୍ୟ ଗ୍ରହଣ କରୁ ଏବଂ ଏକ ବିବିଧ ଏବଂ ଅନ୍ତର୍ଭୂକ୍ତ ସମ୍ପ୍ରଦାୟକୁ ପ୍ରତିପାଦିତ କରୁ |
ଆମେ ଦାଇତ୍ଵ ବୋଦ୍ଧ ଭାବରେ କାର୍ଯ୍ୟ କରୁ, ଏବଂ ଆମର ନିଷ୍ପତ୍ତି, କାର୍ଯ୍ୟ, ଏବଂ ଏହାର ପରିଣାମ ପାଇଁ ଆମେ ଉତ୍ତରଦାୟୀ |
ଆମର ଗୋଷ୍ଠୀ , ସମାଜ ଏବଂ ପରିବେଶର ଲାଭ ପାଇଁ ଆମେ ନୂତନ ଜ୍ଞାନ କୌଶଳ ଏବଂ ବୁଦ୍ଧିମତ୍ତା ଅନୁସନ୍ଧାନ କରୁ ଏବଂ ସୃଜନଶୀଳତା ଏବଂ ନୂତନତ୍ୱର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ କରୁ |
ବ୍ୟକ୍ତିବିଶେଷ, ଏକ ଅନୁଷ୍ଠାନ, ଏବଂ ଶିକ୍ଷା ଏବଂ ପ୍ରଶିକ୍ଷଣରେ ଅଗ୍ରଣୀ ଭାବରେ ଆମେ ଆମର ସମସ୍ତ ପ୍ରୟାସରେ ଉତ୍କର୍ଷତା ପାଇଁ ଉଦ୍ୟମ କରୁ |
ଆମେ ଗୋଷ୍ଠୀଗତ ତଥା ଜଗତ କଲ୍ଯାଣ ନିମତେ ଏକତ୍ରିତ ହୋଇ ଉଦ୍ୟମ କରୁ |