ଅନୁଷ୍ଠାନର ନିୟମ ଏବଂ ନିୟମାବଳୀ
- ଯଦି କୌଣସି ଶିକ୍ଷାର୍ଥୀ ବୀନା ଅନୁମତିରେ 10 ରୁ ଅଧିକ ଶ୍ରେଣୀ ଗୃହରେ କ୍ରମାଗତ ଭାବରେ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କ ନାମ ରେଜିଷ୍ଟରରୁ ବାଦ ଦିଅ ଜୀବ |
- ଶିକ୍ଷାର୍ଥୀରମାନଙ୍କୁ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ନିୟମ ଏବଂ ନିୟମାବଳୀ ପାଳନ କରିବାକୁ ପଡିବ |
- ଶିକ୍ଷାର୍ଥୀମାନେ ଅନୁଷ୍ଠାନ ଦ୍ଵାରା ନିର୍ଧାରିତ, ନିର୍ଦ୍ଦିଷ୍ଟ ୟୁନିଫର୍ମରେ ଉପସ୍ଥିତ ରହିବେ |
- ଶିକ୍ଷାର୍ଥୀମାନେ ଅନୁଷ୍ଠାନ ପରିସୀମାରେ ଶୃଙ୍ଖଳା ରାକ୍ଷା କରିବେ |
- ଶିକ୍ଷାର୍ଥୀମାନେ ଉତ୍ତମ ଆଚରଣର ଆଦର୍ଶ କୁ ଅନୁପାଳନ କରିବେ |
- ଶିକ୍ଷାର୍ଥୀମାନେ ସେମାନଙ୍କ ଉପସ୍ଥିତିରେ ସମୟାନୁବର୍ତ୍ତୀ ଏବଂ ନିୟମିତ ହେବା ଜରୁରୀ ଅଟେ |
- ତାଙ୍କ ଶ୍ରେଣୀରେ 80% ରୁ କମ ଉପସ୍ଥାନ ଥିବା କୌଣସି ଶିକ୍ଷାର୍ଥୀଙ୍କୁ , ଚୂଡ଼ାନ୍ତ ପରୀକ୍ଷାରେ / ଅଲ୍ ଇଣ୍ଡିଆ ବାଣିଜ୍ୟ ପରୀକ୍ଷାରେ ବସିବା ପାଇଁ ଅନୁମତି ଦିଆଯିବ ନାହିଁ |
- ଛୁଟି ନେବା ପାଇଁ ଶିକ୍ଷାର୍ଥୀମାନେ ଏକ ଲିଖିତ ଆବେଦନ ପତ୍ର ଦାଖଲ କରିବା ଜରୁରୀ ଅଟେ |
- ଥରେ ଦିଆଯାଇଥିବା ଦେୟ ଫେରସ୍ତ ଦିଅ ଯାଇ ପାରିବ ନାହିଁ |
- ଚୂଡ଼ାନ୍ତ ପରୀକ୍ଷା ଫର୍ମ ଦାଖଲ କରିବା ପୂର୍ବରୁ ଶିକ୍ଷାର୍ଥୀମାନେ ସମସ୍ତ ଦେୟ (ଫି ଇତ୍ୟାଦି) ଦାଖଲ କରିବା ଜରୁରୀ ଅଟେ |
- ପ୍ରାକ୍ଟିକାଲ୍ ପାଇଁ ଆବଶ୍ୟକ ହେଉଠିବା ସମସ୍ତ ଉପକରଣ ଏବଂ ଗ୍ୟାଜେଟ୍ / ଟୁଲ୍ କିଟ୍ ଇତ୍ୟାଦି ଅନୁଷ୍ଠାନ ଦ୍ୱାରା ଯୋଗାଇ ଦିଆଯାଉଛି |
- ଶିକ୍ଷାର୍ଥୀମାନେ କର୍ମଶାଳାରେ କୌଣସି ସମସ୍ୟାର ସମାଧାନ ନିଜେ ନିଜେ କରିବାକୁ ଚେଷ୍ଟା ନକରି , ବରଂ ଏହାକୁ ଉପସ୍ଥିତ ଥିବା ଶିକ୍ଷକ ଓ କର୍ମଚାରୀଙ୍କ ନଜରକୁ ଆଣନ୍ତୁ |
- ଅନୁଷ୍ଠାନରେ ବେଆଇନ କିମ୍ବା ଅନଧିକୃତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଶିକ୍ଷାର୍ଥୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
- ଶିକ୍ଷାର୍ଥୀମାନଙ୍କ ଦ୍ୱାରା ଅନୁଷ୍ଠାନର ସମ୍ପତ୍ତିରେ ହୋଇଥିବା କ୍ଷତି ପାଇଁ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିବ |